କରୋନା ଟୀକା ବନ୍ଦକୁ ନେଇ କଟକରେ ଉତ୍ତେଜନା । ସିଡିଏ ସେକ୍ଟର 7 ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଏଭଳି ଘଟଣା ଦେଖିବାକ ମିଳିଥିଲା । ଟିକାକରଣ ବନ୍ଦ ଯୋଗୁଁ ଲୋକମାନେ ପାଟିତୁଣ୍ଡ କରି ବା ସହ ମେଡିକାଲ ପରିସରରେ ହୋ ହାଲ୍ଲା କରିଥିଲେ.....
#ArgusNews #Odisha #Cuttack #CDA #Vaccination #Protest