ହଟହଟ୍ଟା ହେଲେ କୋରେଇର ବିଜେଡିର ବିଧାୟକ ଅଶୋକ ବଳ । ବନ୍ୟା ବିପନ୍ନଙ୍କ ରୋଷର ଶିକାର ହେଲେ ଅଶୋକ...ଅଶୋକଙ୍କୁ ଘେରିଲେ ଶତାଧିକ ବନ୍ୟା ବିପନ୍ନ । ନଜର ପକାନ୍ତୁ ଏହି ଭିଡିଓ ଉପରେ ଭୋକ ଉପାସରେ ଥିବା ବନ୍ୟା ବିପନ୍ନ ମାନେ କେମିତି ବିଧାୟକଙ୍କୁ ଜବାବ ମାଗୁଛନ୍ତି.....
#ArgusNews #Odisha #Kendrapada #Rajanagar #MLA #Dhurva_Sahoo