ରାଜ୍ୟସରକାର ଗରିବ ଲୋକଙ୍କ ମାନଙ୍କର ଉନ୍ନତ ଧରଣ ଚିକିତ୍ସା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି ।ଗରିବ ମାନଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ପ୍ରଣୟନ କରିଥିବା ବେଳେ ରାଜ୍ୟ ସରକାର ସେହି ଯୋଜନା କୁ ପ୍ରତ୍ୟାଖ୍ୟାନ କରି ନିଜର ବିଜୁ ସ୍ୱାସ୍ଥ୍ୟ ଯୋଜନା ପ୍ରଣୟନ କରି ଗରିବ ଅସହାୟ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କଥା କହିଥିଲେ କିନ୍ତୁ ବ୍ୟସ୍ତବ ଚିତ୍ର ଅଲଗା....
#ArgusNews #Khordha #Begunia #Ayusman_Yojana