ଭୁବନେଶ୍ବର ଉପକଣ୍ଠରେ ବନ୍ୟା ବଢ଼ାଉଛି ଲୋକଙ୍କ ଦୁର୍ଦ୍ଦଶା । ଏବେବି ବନ୍ୟା ପାଣି ଘେରରେ ଅଛନ୍ତି ବାଲିପାଟଣା ବ୍ଲକର 6 ଟି ପଞ୍ଚାୟତର ଅନେକ ଗାଁ ଲୋକ । କେବଳ ଥରେ ଶୁଖିଲା ଚୂଡ଼ା, ଗୁଡ ଓ ବିସ୍କୁଟ ଦେଇ ହାତ ଝାଡି ଦେଇଛି ପ୍ରଶାସନ । ଯାହା ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଉଛି
#ArgusNews #OdishaNews #Khurda #Balipatana #Flood_Situation