ମୌଳିକ ସୁବିଧାରୁ ବଂଚିତ ଦୁର୍ଗମ ଅଂଚଳ ଭାବେ ପରିଚିତ ମୋହନା ବ୍ଲକର ରାଜଖମା ଓ ପଦାସାହି ଗାଁ । ଗ୍ରାମବାସୀଙ୍କ ଯିବା ଆସିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି...
#ArgusNews #OdishaNews #Gajapati #Mohona #Road_Problem