ବାପା ରୋଗାକ୍ରାନ୍ତ ଥିବା ସମୟରେ ଗତ ୨ ବର୍ଷ ପୂର୍ବେ ମାଁ ଚାରି ଚାରି ଗୋଟି ନାବାଳକ ସନ୍ତାନର ମୁହଁ ନ ଦେଖି କୁଆଡେ ଛାଡ଼ି ଚାଲି ଯାଇ ଥିବା ବେଳେ ଗତ ଜୁନ ମାସରେ ବାପା ଆରପାରିକୁ ଚାଲିଯାଇଛନ୍ତି । ବର୍ତ୍ତମାନ ଏଭଳି ପରିସ୍ଥିତିରେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ବାବୁ ନିକ୍ତିମାଲ ରେଙ୍ଗାଲଖଣ୍ଡି ଗ୍ରାମରୁ
#ArgusNews #ArgusOdia #Sambalpur #HelplessChildren