ରାତି ପାହିଲେ ପାଣି ଚିନ୍ତା । ନଳକୂପ ଅଛି, ହେଲେ ବାହାରୁନି ପାଣି । ପ୍ରତି ମାସରେ ଜଳ ଶୁକ୍ଳ ମଧ୍ୟ ଦେଉଛନ୍ତି ଲୋକେ । ଏପରିକି ପ୍ରଶାସନ ଶୁଣିଲାନି... ନିଜେ 20 ହଜାର ଟଙ୍କା ଖର୍ଚ୍ଚ କରି ପାଇପ୍ କନେକ୍ସନ କରି ଆଣିଥିଲେ.... ତଥାପି ପାନୀୟ ଜଳରୁ ବଞ୍ଚିତ....
#ArgusNews #Odisha #Bhanjanagar #koraput #WaterProblem