ରାଜ୍ୟରେ ମୁଖ୍ୟତ ଦକ୍ଷିଣ ଓଡିଶାରେ କାୟା ମେଲାଉଛି କୋରୋନା । ଏବେସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ । ଖାଲି ଆକ୍ରାନ୍ତଙ୍କ ମଧ୍ୟରେ ନୁହେଁ ମୃତ୍ୟୁରେ ବି ଗଞ୍ଜାମ ଆଗରେ । ସେହିପରି ଗଜପତି, ନବରଙ୍ଗପୁର କୋରାପୁଟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ।...
#TheArgus #Odishanews #South_Odisha