କୋରାପୁଟରେ ଖଣିଜ ସମ୍ପଦ ଲୁଟ୍ । କୋଟି କୋଟି ଟଙ୍କାର ଖଣିଜ ଦ୍ରବ୍ୟ ଲୁଟ୍ କରୁଥିବା କମ୍ପାନୀ ସ୍ଥାନୀୟ ଅଂଚଳ ବିକାଶ କଥା ଭୁଲିଯାଉଛନ୍ତି । ସର୍ବହରା ହୋଇଥିବା ସ୍ଥାନୀୟ ଲୋକଙ୍କୁ କେବଳ ପ୍ରଦୂଷଣ ଓ ଗରିବୀ ଛଡା ଆଉ କିଛି ମିଳୁନାହିଁ.... #ArgusNews #Odisha #Koraput #Mines