ପାଣି_ପାଇଁ_ଡହଳ_ବିକଳ
ଖରାଦିନେ ଉତ୍କଟ ହୋଇଛି ଜଳକଷ୍ଟ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଜରିପାଳ ଗାଁରେ ମୁନ୍ଦାଏ ଜଳ ପାଇଁ ଲୋକେ ଡହଳବିକଳ । ଆଉଁଳି ନଦୀପଠାରେ ଚୁଆ କରି ଗ୍ରାମବାସୀ ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଛନ୍ତି ....
#ArgusNews #Odisha #Angul #Chhendipada #WaterProblem