ଗରିବ ଲୋକ କିପରି ସୁବିଧାରେ ରହିପାରିବେ ଏଥିପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓ ବିଜୁ ପକ୍କା ଘର ଯୋଜନା କରିଛନ୍ତି । ସଭିଙ୍କ ମୁଣ୍ଡରେ ଛାତ ଯୋଗାଦେବାକୁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ । ହେଲେ ଲୋକ ଏହାର ସୁବିଧା ପାଉଛନ୍ତି କି ନାହିଁ ତାହାର ତଦାରଖ ପାଇଁ କାହାର ନିଘା ନାହିଁ ....
#ArgusNews #Odisha #Boudh #SpecialStory #abasayojana_Scam