କେନ୍ଦ୍ରାପଡାରେ ଚାଲିଛି ମଦମାଫିଆଙ୍କ ରାଜ୍ । ତଥ୍ୟମାଗିବାରୁ ସୂଚନାଅଧିକାର କର୍ମୀଙ୍କ ଘର ଭାଙ୍ଗିଦେଲେ ମଦ ମାଫିଆ .......ମହାକାଳପଡ଼ା ବ୍ଲକରେ ବ୍ୟାପକ ଅନିୟମିତତା କାର୍ଯ୍ୟ କରାଯାଇଥିବା ନେଇ ତଥ୍ୟ ମାଗିଥିଲେ ସୂଚନା ଅଧିକାର କର୍ମୀ ହରେକୃଷ୍ଣ ପାତ୍ର....
#ArgusNews #Odisha #Kendrapada #Harekrushna_Patra