#ରୋଗ_ଶଯ୍ୟାରେ_ରୋଜଗାରିଆ_ଭେଣ୍ଡିଆ_ପୁଅ
ଚଳପ୍ରଚଳ ହେବାକୁ ପାଉନି ବଳ । ଏପଟେ ପ୍ରତି ତିନି ଦିନକୁ ଥରେ ଚିକିତ୍ସା ପାଇଁ କଟକ ଯାଇ 3ରୁ ଚାରି ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଏଭଳି ପରିସ୍ଥିତି ରେ ବିଚଳିତ ପରିବାର...
#ArgusNews #Odisha #Ganjam #Bhanjanagar #helpless #kidneypatient