#କୋମାରେ_ଉଠା_ଜଳସେଚନ_ବିଭାଗ
କୋମାରେ ଉଠା ଜଳସେଚନ ବିଭାଗ...ଜମିରେ ପହଞ୍ଚି ପାରୁନାହିଁ ପାଣି...ଯାହାକୁ ନେଇ କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁଣ୍ଡି ପଞ୍ଚାୟତ ମଲ୍ଲିକପୁର ଗ୍ରାମର ଚାଷୀ ଚିନ୍ତାରେ... ସେପଟେ ଠିକାଦାର ଓ ଯନ୍ତ୍ରୀଙ୍କ ମିଲିଭଗତରେ ଚାଲିଛି ଦୁର୍ନୀତି ବୋଲି ଅଭିଯୋଗ କରିଛନ୍ତି ଚାଷୀ....
#ArgusNews #Odisha #Cuttack #Water_Irrigation