ଲଘୁଚାପ ବର୍ଷା ପାଇଁ ବନ୍ୟା ହୋଇଛି । ସୁବର୍ଣରେଖା, ବୈତରଣୀ,ବ୍ରାହ୍ମଣୀ ନଦୀରେ ସୁଧାର ଆସିଛି । ଏହି ସବୁ ନଦୀରେ ଜଳସ୍ତର ବିପଦ ସଂକେତ ତଳେ ଅଛି । ରେଙ୍ଗାଳିରେ 3ଟି ଗେଟ ବନ୍ଦ କରାଯାଇଛି ଆଉ ଗୋଟିଏ ବନ୍ଦ ପାଇଁ ଚିନ୍ତା କରାଯାଉଥିବା ସୂଚନା ଦେଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ....
#ArgusNews #Odisha #Bhubaneswar #Jyotirmaya_Rath