ଗୋଳିଆ ମାଛ ଦେଇଛି ବଞ୍ଚିବାର ରାହା... ମହାମାରୀରେ ପାଲଟିଛି ଜୀବିକାର ଆଶ୍ରା । ବେକରେ ଝୁଲୁଛି ଛୋଟ ଛୋଟ ଝୁଡି । ରାତି ପାହିଲେ ମାଛ ଧରିବାକୁ ଧାଡିରେ ବାହାରି ପଡନ୍ତି ମହିଳା । ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର.....
#ArgusNews #Odisha #Gajapati #Paralakhemundi
