ନୟାଗଡ଼ରେ ପ୍ରଶାସନର ମାଫିଆ ଗିରି l ଚାଷୀଙ୍କ ଜମିରେ ଜୋର ଯବରଦସ୍ତ ପୋଖରୀ ଖୋଳୁଛନ୍ତି ସରକାରୀ ଅଧିକାରୀଙ୍କ ସହ ସ୍ଥାନୀୟ ଗୁଣ୍ଡା । ନୟାଗଡ଼ ଲକ୍ଷ୍ମୀପ୍ରସାଦ ପଂଚାୟତ ରାଉତରାପୁର ଗାଁରୁ ଆସିଛି ଏଭଳି କିଛି ସଙ୍ଗୀନ ଅଭିଯୋଗ ....
#ArgusNews #Odisha #nayagarh #farmerProblem #LandScam