ରାସ୍ତା କାମକୁ ନେଇ ଅସନ୍ତୋଷ । ନିମ୍ନ ମାନର କାମ ସହ ମନମାନୀ ଚଳାଇଛି ଠିକାଦାର । ବେଆଇନ ଭାବେ ଚାଷୀଙ୍କ କ୍ଷେତରୁ ମାଟି କାଢି ରାସ୍ତା ଉପରେ ପକାଇ କାମ ଚାଲିଛି । ଯାହାକୁ ଦୃଢ ବିରୋଧ କରିଛନ୍ତି ଚାଷୀ । ଲୋକଙ୍କ ସୁବିଧା ପାଇଁ ନିର୍ମାଣ ହେଉଥିବା ରାସ୍ତା ଏବେ ଲୋକଙ୍କୁ ଅସୁବିଧାରେ ପକାଇଛି....
#ArgusNews #Odisha #Subarnapur #roadwork