ଅନୁଗୋଳ ଜିଲ୍ଲା ରେଙ୍ଗାଳି ଜଳଭଣ୍ଡାରର ୪ଟି ଗେଟ୍ ରେ ବନ୍ୟା ଜଳ ଛାଡିବା ଯୋଗୁଁ ପାର୍ଶ୍ବରେ ଥିବା ଚୁରଧରା ନାଳ ଜଳ ନିଷ୍କାସନ ନହେବାରୁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ରେଙ୍ଗାଳି ମୁଣ୍ତା ବସ୍ତିରେ ରହୁଥିବା ୪୦ରୁ ଅଧିକ ଶ୍ରମିକ ପରିବାର । ଖାଇବା ପାଇଁ ଦାନା ଗଣ୍ଡେ ନାହିଁ । ରାସ୍ତା ଉପରେ ପଲିଥିନ ତଲେ ଜୀବନ କାଟୁଛନ୍ତି ....
#ArgusNews #OdishaNews #Angul #Flood_Effects