ନରେଗା ଯୋଜନାରେ ଟଙ୍କା ସ୍ୱାହା କରିବା ପାଇଁ ସରପଞ୍ଚଙ୍କ ନୂଆ ଫଣ୍ଡା । ଶ୍ରମିକଙ୍କ ଆକାଉଣ୍ଟକୁ ବ୍ୟବହାର କରି ଟଙ୍କା ଲୁଟିବାର ଯୋଜନା କରି ଧରାପଡିଛନ୍ତି ସରପଞ୍ଚ । ଆଉ ଏହି ଘଟଣା ପଦାକୁ ଆସିବା ପରେ ଏହାକୁ ନେଇ ଅନୁଗୋଳ ଅଞ୍ଚଳରେ ଖେଳିଯାଇଛି ଚର୍ଚ୍ଚା.....
#ArgusNews #Anugul #Mgnerga_Yojana