ପୁରୀ ଜିଲ୍ଲା ପିପିଲି ବୀରପୁରୁଷୋତ୍ତମପୁର ପଞ୍ଚାୟତ ଜାତୀୟ ରାଜପଥର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ । ହେଲେ ବିଡମ୍ୱନାର ବିଷୟ ଏନଏଚର ପାଶ୍ୱବର୍ତ୍ତୀ ଅଞ୍ଚଳ ହୋଇଥିଲେ ବି ଗାଁରେ ଏମିତି ହୋଇଛି ବିକାଶ । ମାଟି, ଗୋଡି, ଖାଲ ଖମାରେ ଭର୍ତି ଏହି ରାସ୍ତା.....
#ArgusNews #Odisha #Puri #Pipili #Road_Problem