ଲଗାଣ ବର୍ଷାରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ଥିତି ବେହାଲ ରହିଛି । ବିଶେଷ କରି ମାଲକାନଗିରି ଓ ଢେଙ୍କାନାଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ରାସ୍ତାରେ ପାଣି ଚାଲୁଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିବାବେଳେ ହଜାର ହଜାର ଲୋକ ପାଣି ଘେରରେ ରହିଛନ୍ତି ....
#Argusnews #Odishanews #Heavyrainfall #Odisha_Flood_sitution