ଲକଲାଉନ୍ ବଢିବ ନା ନାହିଁ, ତାକୁ ନେଇ ଏବେଠୁ ଆରମ୍ଭ ହେଲାଣି ଚର୍ଚ୍ଚା । କେବଳ ଗଞ୍ଜାମକୁ ଛାଡିଦେଲା ପରେ ଖୋର୍ଦ୍ଧା , କଟକ ଓ ଯାଜପୁରରେ ସଂଖ୍ୟା ଅପେକ୍ଷାକୃତ କମିଟି ।ଯାହାକୁ ଲକଡାଉନ୍ ପ୍ରଭାବ ବୋଲି କୁହାଯାଉଥିବା ବେଲେ ଏହାକୁ ସରକାର ବଢାଇ ପାରନ୍ତି ବୋଲି ଚର୍ଚ୍ଚା । ସେପଟେ ବିରୋଧୀ କହିଛନ୍ତି, ଆଗରୁ ପଦକ୍ଷେପ ନେଇଥିଲେ ହୁଏତ ଏମିତି ହୋଇନଥାନ୍ତା....
#TheArgus #Odishanews #Covid_Situation