ଓମଫେଡ୍ କ୍ଷୀରରେ ଅପମିଶ୍ରଣ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦୁଝରରୁ । ଲୋକଙ୍କ ଅଭିଯୋଗ କ୍ଷୀରକୁ କାଟି ଗୋଟିଏ ପାତ୍ରରେ କିଛି ସମୟ ରଖିବା ପରେ ତଳେ ଏକ ଆସ୍ତରଣ ଜମି ଯାଉଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଲୋକେ ଛାନିଆ ।....
#ArgusNews #Odisha #Keonjhar #Omfed