ବାପା,ମା ଛେଉଣ୍ଡ 3ପିଲା । ବାପା,ମା ଦୁହେଁ ଛାଡ଼ି ଚାଲିଯିବା ପରେ ଅଜାଙ୍କ ଘରେ ଆଶ୍ରୟ ନେଉଛନ୍ତି ସେମାନେ । ଅଜାଙ୍କ ବୟସ ଅଧିକ ହୋଇଥିବା କାରଣରୁ ସବୁ ଦାୟିତ୍ୱ ବଡ଼ ଭଉଣୀ ମୋନାଲିସାଙ୍କ ଉପରେ। ଘରର ସମସ୍ତ ଦାୟିତ୍ୱ ସାଙ୍ଗକୁ ବାହାରେ ମୂଲ ଲାଗି ଯାହା ଆଣନ୍ତି, ସେଥିରେ ସମସ୍ତେ ଚଳନ୍ତି..ତେଣୁ ଏଭଳି ସ୍ଥିତିରେ ମୋନାଲିସାଙ୍କୁ ସରକାରି ସାହାଯ୍ୟ ମିଳିପାରିଲେ ସେ ଆଗକୁ ଆହୁରୀ ଅଧିକ ପାଠ ପଢ଼ିବା ସହ ତାଙ୍କ ପରିବାର ସୁରୁଖୁରୁରେ ଚଳିପାରନ୍ତା......
#ArgusNews #Odisha #Sambalpur #Kuchinda #Abas_Yojana #Mosarakara