#ଖୋଲିଗଲା_ବିଜୁ_ଜନତା_ଦଳର_ମିଛ_ପ୍ରତିଶ୍ରୁତିର_ଗୁମର
#କେବେ_ଓଡ଼ିଶା_ହେବ_ଏକ_ନମ୍ବର
1 ନମ୍ବର ବିଡମ୍ବନା,କେବେ ଓଡ଼ିଶା ହେବ ଏକ ନମ୍ବର ରାଜ୍ୟ I 22 ବର୍ଷର ସ୍ଥିର ସରକାର ଓ ଦୃଢ ନେତୃତ୍ବର ଦାବି ସତ୍ବେ ବିକାଶ ଦୌଡରେ କାହିଁକି ଓଡ଼ିଶା ପଛୁଆ I ଇଣ୍ଡିୁଆ ଟୁଡେର ଷ୍ଟେଟ୍ ଅଫ୍ ଦି ଷ୍ଟେଟ୍ ଖୋଲିଲା ମିଛ ପ୍ରତିଶ୍ରୁତିର ପୋଲ୍ I 22 ବର୍ଷ ପରେ ବି 16 ନମ୍ବରରେ ଓଡ଼ିଶା ...
#NaveenPatnaik #Odisha #numberonestate #BJD #StateoftheStates #IndiaToday