Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଆଗାମୀ ଚାରି ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଗର୍ଭବତୀଙ୍କୁ ଖଟିଆରେ ବୋହି ନଦୀ ପାର୍ କରିବା ପରେ ମେଡିକାଲରେ ଭର୍ତ୍ତି
ଅର୍ଗସ ବ୍ୟୁରୋ: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କରଡ଼ାବଣି ଗାଁରେ ଅଭାବନୀୟ ଘଟଣା। ଗାଁର ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ନଦୀ ପାର୍ କରିବା ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। କରଡାବଣି ଗାଁର ହରିହର ହାଁସଦାଙ୍କ ସ୍ତ୍ରୀ ବୀଜ ହାଁସଦାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ରାମିଆଳ ନଦୀ ପାର କରାଯାଇ ମେଡିକାଲକ
8 କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ
ଭଦ୍ରକ: ବାସୁଦେବପୁର ବ୍ଲକ କମାରଗାଁ ଠାରେ ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ । ଗୋଟିଏ ସ୍କୁଟି ଗାଡି ସହିତ 8କିଲୋ ଗଂଜେଇ ଓ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ସ୍କୁଟିରେ ଗଂଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ତେବେ ଏହି ଚଢ଼ାଉ ସମୟରେ ବାସୁଦେବପୁର ଅବକାରୀ ବିଭାଗର କର୍ମଚାର