ଅଧିକ ପଢନ୍ତୁ : ଆଜି ବି କଲବଲ କରିବ ତାତି
ସେହିଭଳି ମାଲକାନଗିରିରେ ୪୧.୬ ଡ଼ିଗ୍ରୀ, ଟିଟିଲାଗଡରେ ୪୧.୫ ଡ଼ିଗ୍ରୀ, ବଲାଙ୍ଗୀରରେ ୪୧.୫ ଡ଼ିଗ୍ରୀ, ଅନୁଗୁଳରେ ୪୧.୩ ଡ଼ିଗ୍ରୀ ଓ ଭବାନୀପାଟଣାରେ ତାପମାତ୍ରା ଥିଲା ୪୧ ଡିଗ୍ରୀ । ଭବାନୀପାଟଣା: ୪୧ ଡ଼ିଗ୍ରୀ, ଝାରସୁଗୁଡା: ୪୦.୮ ଡ଼ିଗ୍ରୀ, ନୟାଗଡ: ୪୦.୬ ଡ଼ିଗ୍ରୀ, ଝାରସୁଗୁଡା: ୪୦.୮ ଡ଼ିଗ୍ରୀ, ନୟାଗଡ: ୪୦.୬ ଡ଼ିଗ୍ରୀ, ସମ୍ବଲପୁର ୪୦.୪ ଡ଼ିଗ୍ରୀ, ତାଳଚେର: ୪୦.୪ ଡ଼ିଗ୍ରୀ ରହିଥିଲା ।