Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଆଗାମୀ ଚାରି ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
କମିସନରେଟ ପୋଲିସ ହାତରେ ବାୱାରୀୟା ଗ୍ୟାଙ୍ଗ
ଭୁବନେଶ୍ୱର: କମିସନରେଟ ପୋଲିସ ହାତରେ ବାୱାରୀୟା ଗ୍ୟାଙ୍ଗ । ରାସ୍ତାରୁ ଚେନ ଝାମ୍ପୁଥିଲେ, ବାଇକରେ ଫେରାର ହୋଇଯାଇଉଥିଲେ । ସାରା ଦେଶରେ ବୁଲି ବୁଲି ଏମାନେ ଲୁଟ କରୁଛନ୍ତି ଆଉ ଟ୍ରେନରେ ଫେରାର ହୋଇ ଯାଉଛନ୍ତି । ଯେଉଁ ସହରକୁ ଆସିବେ ସେଠି ଆଗ ଏକ ବାଇକ୍ ଚୋରି କରିବେ। ପରେ ଚୋରି ବାଇକରେ ଚେନ ଲୁଟ କରିବେ । କିଛି ଦିନ ଲୁଟପାଟ ପରେ ସେହି ସହରରୁ ଫେରାର ହୋଇ ଯାଉଥିଲେ । ଏହି ଗ୍ୟାଙ୍ଗ
ଚାଷୀଙ୍କ ୯୦ ହଜାର ଲୁଟିନେଲେ, ପୋଲିସର ତଦନ୍ତ ଜାରି
ଅର୍ଗସ ବ୍ୟୁରୋ: ଚାଷୀଙ୍କ ଧାନମଣ୍ଡି ଟଙ୍କା ଲୁଟ୍ ଅଭିଯୋଗ । ଅଭିଯୋଗ ଆସିଛି ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ରଣାଗୁଣ୍ଡି ସମବାୟ ସମିତି ଓ ଶୁଳିଆ ସମବାୟ ସମିତି ଧାନ ମଣ୍ଡିରେ । ଧାନ ଦେଇଥିବା ଚାଷୀ ତାଙ୍କର ୯୦ ହଜାର ୬୦୦ ଶହ ୧୬ ଟଙ୍କା ୩୩ ପଇସା ହରିଲୁଟ ହୋଇଥିବା ନେଇ କଳିଙ୍ଗନଗର ଥାନାରେ ଅଭିଯୋଗ କରିଛନ୍ତି ‌