Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ସନ୍ଧ୍ୟା ବେଳର ଖବର ସଂକ୍ଷେପରେ....
ବାୟୋଫର୍ଟିଫିଡ କନ୍ଦ ଫସଲର ଲାଭ ସମ୍ପର୍କରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ
ଆଜି ବୋରିଗୁମ୍ମା ବ୍ଲକରେ ମିଶନ ଶକ୍ତି ସଭା ଗୃହରେ ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ବାୟୋଫର୍ଟିଫିଡ କନ୍ଦ ଫସଲର ଲାଭ ସମ୍ପର୍କରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ସଂସ୍ଥାନ, ତ୍ରିଭେନ୍ଦ୍ରମର ନିର୍ଦ୍ଦେଶକ ଡକ୍ଟର ଜି. ବାଇଯୁ ଯୋଗ ଦେଇ ପୁଷ୍ଟିକର କିସମ୍ କନ୍ଦ ଫସଲ ଚାଷ ଦ୍ଵାରା ଓଡ଼ିଶାରେ ରକ୍ତହୀନତା
ସାବଧାନ! ବୋତଲ ପାଣିରେ ରହିଛି ସଂକ୍ରମଣକାରୀ ବୀଜାଣୁ
ଅର୍ଗସ ବ୍ୟୁରୋ: ବୋତଲ ପାଣି ପିଉଛନ୍ତି କି। ଯଦି ପିଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ। ନଚେତ୍‌ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବୋତଲ ପାଣି ଜୀବାଣୁମୁକ୍ତ ବୋଲି ଦାବି କରାଯାଉଥିଲେ ହେଁ ସେଥିରେ ଅନେକ ସଂକ୍ରମଣକାରୀ ବୀଜାଣୁ ରହିଥିବା ପରୀକ୍ଷାରୁ ଜଣାପଡ଼ିଛି। ସବୁଠୁ ଚିନ୍ତାଜନକ ହେଲା, ବୋତଲ ପାଣିରେ ଭରି ରହିଥିବା ବିପଜ୍ଜନକ ରାସାୟନିକ ପଦାର୍ଥ। ଜଳକ