ଏସସିବିରେ ନେଗେଟିଭ, ମାଣିଆବନ୍ଧରେ ପଜିଟିଭ । ପଜିଟିଭ୍ ହଁ, ନାହିଁ ଦ୍ୱନ୍ଦ୍ୱରେ 10 ବର୍ଷର ଝିଅ । ଭିନ୍ନ ଭିନ୍ନ ଟେଷ୍ଟିଂ ରିପୋର୍ଟକୁ ନେଇ ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ବଡ଼ମ୍ବା ବ୍ଳକ ଅଞ୍ଚଳରୁ । କୋରୋନା ଆକ୍ରାନ୍ତଙ୍କର କଣ୍ଟାକ୍ଟ ଟ୍ରେସିଂରେ ଆସିବା ପରେ ବଡମ୍ବାର ଜଣେ ଝିଅ 14 ଜୁଲାଇରେ ସ୍ୱାବ ଦେଇଥିଲେ ।
#TheArgus #Odishanews #Cuttack #Covid19_Confusion