ଗତକାଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ଧର୍ମେନ୍ଦ୍ରଙ୍କ ଆରୋଗ୍ୟ ପାଇଁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରିଛି ଭୁବନେଶ୍ୱର ଜିଲ୍ଲା ବିଜେପି ଏହା ସହ କେନ୍ଦ୍ରମନ୍ତ୍ରୀ ଶୀଘ୍ର ସୁସ୍ଥ ହୋଇ ପୁନର୍ବାର କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି କାମନା କରିଛି ଦଳ...
#TheArgus #Odishanews #Bhubaneswar #BJP