ସୀମାନ୍ତରେ ଦେଶର ସୀମା ଜଗୁଥିବା ଜଣେ ବୀର ଯବାନ ଏବେ ଛୁଟିରେ ଘରକୁ ଆସି କୃଷି କ୍ଷେତ୍ରରେ ଗରିବ ଚାଷୀଙ୍କୁ ସହାୟତ କରୁଛନ୍ତି । ଯେଉଁ ହାତରେ ବନ୍ଧୁକ ଧରି ଶତ୍ରୁ ସହ ଲଢେଇ କରନ୍ତି ସେହି ହାତରେ ବୀର ଯବାନ ଜଣଙ୍କ ଧାନ ବିଲରେ ପଶି ଧାନ ରୋଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଂଚଳରେ ....
#TheArgus #Odishanews #Bhadrak #Jawan