ହତ୍ୟାକୁ ଦୁର୍ଘଟଣାର ରୁପ ଦେଇ ମାମଲା ଚାପିଦେବାକୁ ପ୍ରୟାସ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଗତସିଂହପୁର କୁଜଙ୍ଗ ଅଞ୍ଚଳରୁ । ଗତବର୍ଷ ଜୁଲାଇରେ ଅମୃତ ଦାସ ନାମକ ଜଣେ ଯୁବ ଇଂଜିନିୟରଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । କୋର୍ଟ ତଦନ୍ତ ପାଇଁ ନିର୍ଦ୍ଦେଶ ବି ଦେଲେ । ହେଲେ 7 ମାସ ହେଲା ଚୁପ୍ ବସିଯାଇଛି କୁଜଙ୍ଗ ପୋଲିସ । ଏପଟେ ଏବେ ନ୍ୟାୟ ଅପେକ୍ଷାରେ ମୃତକଙ୍କ ପରିବାର ଲୋକେ ....
#ArgusNews #OdishaNews #Jagatsinghpur #Kujanga #Engineer_Murder_Case