ଝାରସୁଗୁଡା ଜିଲ୍ଲା ବାଘଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଭଉଁରା ଗ୍ରାମରେ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଦୁଇଟି ହାତୀ ଗାଁ କୁ ପଶି ଘର କାନ୍ଥ ଭାଙ୍ଗି ଥିଲେ । ଯାହା ଫଳରେ ଘରର କାନ୍ଥ ପଡି ସେହି ଗ୍ରାମର ଯମୁନା ବେହେରା (65) ଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି....
#TheArgus #Odishanews #Jharsuguda #Elephant