ତାଲିବାନର ମିଶନ ପଞ୍ଜଶୀର । ଏବେ ଘାଟୀ ଦଖଲ କରିବାକୁ ପଞ୍ଜଶୀର ଅଭିମୁଖେ 100ରୁ ଅଧିକ ତାଲିବାନୀ ସେନା । ସେପଟେ 300 ଜଣଙ୍କୁ ହତ୍ୟା କରିଥିବା ଦାବି କଲା ପଞ୍ଜଶୀର । ଅତ୍ମସମର୍ପଣ କରିବାକୁ ରାଜି ନୁହଁନ୍ତି ଅହମ୍ମଦ ମସୁଦ ।
#ArgusNews #ArgusUpdate #Afghanistan #PanjshirValley #Talibanforce #Talibani