ARGUS UPDATE NEWS 1 PM
- ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲା
- ହାଇକୋର୍ଟଙ୍କ ଅର୍ଡର ଜାଲିଆତି ଅଭିଯୋଗ ମାମଲା
- ରାଜ୍ୟରେ ମରୁଡ଼ି ଆଶଙ୍କା ଓ ଜଳ ସେଚନ ବ୍ୟସ୍ଥାକୁ ନେଇ ସରକାରଙ୍କୁ ଘେରିଲା ବିଜେପି
- ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର
- ବିସ୍ପୋରକ ବୟାନ ଦେଇ ପୁଣିଥରେ ଚର୍ଚ୍ଚାରେ କଂଗ୍ରେସର ହେଭିୱେଟ୍ ବିଧାୟକ ତାରାପ୍ରସାଦ ବାହିନୀପତି
- ଗୁରୁଡ଼ିଝାଟିଆ ସମବାୟ ମହାସ୍କାମରେ ଗିରଫଦାରୀ
- ଶିଶୁର ଶବ ନେବାକୁ ମିଳିଲାନି ଗାଡ଼ି...
- ଆଜି ସମ୍ପନ୍ନ ହେବ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଶେଷକୃତ୍ୟ
#ArgusNews #Odisha #ArgusUpdate