ARGUS UPDATE 8 AM
- ଆଜି ସମ୍ପର୍ଣ୍ଣ ହେବ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଶେଷକୃତ୍ୟ
- ତାଲିବାନର ମିଶନ ପଞ୍ଜଶୀର
- କରୋନାକୁ ନେଇ ନୀତି ଆୟୋଗଙ୍କ ସତର୍କ ବାଣୀ...
- ସେବାୟତ, ପୁରୀବାସୀଙ୍କ ପରେ ଆଜିଠୁ ସର୍ବସାଧାରଣଙ୍କୁ ମିଳିବ ଜଗା ଦର୍ଶନ
- ବିଜେଡି ଛାତ୍ର ନେତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ
- ଆଦିବାସୀଙ୍କ ଜମି ଉପରେ କମ୍ପାନୀର ଲୋଲୁପ ଦୃଷ୍ଟି
- ଦିନକ ପରେ ଆରମ୍ଭ ହେବ ଟୋକିଓ ପାରା ଅଲମ୍ପିକ୍ସ
- ୟୁଟ୍ୟୁବ ରୋଜଗାରରେ ସମାଜସେବା
#ArgusNews #Odisha #ArgusUpdate