ଦିଲ୍ଲୀପ ରାୟକୁ 3 ବର୍ଷ ଜେଲ ଦଣ୍ଡ । ଆଜି ସିବିଆଇର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଜେଲ ଦଣ୍ଡାଦେଷ ଶୁଣାଇଛନ୍ତି ।ଦଣ୍ଡବିଧାନ ସମୟରେ ସମସ୍ତ ଦୋଷୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ଏହାର ଶୁଣାଣି କରି କୋର୍ଟ ଦିଲ୍ଲୀପ ରାୟଙ୍କୁ 3ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ।
#ArgusNews #ArgusOdisha #ArgusOdia #ArgusUpdate #DilipRay