ଟ୍ୱିନ ସିଟିରେ ବେକାକୁ ହେଉଛି କରୋନା । ବର୍ତ୍ତମାନ ସୁଦ୍ଧା ତିନିତିନି ଥର ଗଞ୍ଜାମକୁ ମାତ ଦେଇ ଆଜି ବି ରାଜ୍ୟରେ ସୁବୁଠୁ ଆଗରେ ରହିଛି ଖୋର୍ଦ୍ଧା । ରାଜ୍ୟରେ ଆଜି ସର୍ବାଧିକ 1876 ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପଜିଟିଭ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ଆଜି ସବୁଠୁ ଆଗରେ....
#ArgusNews #OdishaNews #Khurda #Covid19_Positive