କଂଗ୍ରେସ ହାଇକମାଣ୍ଡ ପଂଜାବରେ ଅମରିନ୍ଦର ସିଂହଙ୍କୁ ହଟାଇବା ପାଇଁ ଯେଉଁ ନିଷ୍ପତି ଗ୍ରହଣ କରିଥିଲା ତାହା କଂଗ୍ରେସକୁ ମହରଗକୁ ଯାଇ କାନ୍ତାରରେ ପକାଇ ଦେଇଛି । କଂଗ୍ରେସ ହାଇକମାଣ୍ଡର ଏହି ଅପରିପକ୍ବ ନିଷ୍ପତି ଫଳରେ ପଂଜାବ କଂଗ୍ରେସର ସ୍ଥିତି ଖରାପ ହେବାରେ ଲାଗିଛି
#Congress #NavjotSinghSidhu #Punjab #Congressconflict #ArgusNews