#ଛିଙ୍କୁ_ଛିଙ୍କୁ_ବାହାରି_ପଡିଲା_ମୁଦ୍ରା_କଏନ
ଛିଙ୍କିଲେ ଛିଙ୍କ ସହ ନାକରୁ ଶିଙ୍ଘାଣି ଛିଟିକି ପଡେ । ହେଲେ ଏଠି ଛିଙ୍କରେ ନାକରୁ ଧାତୁ ନିର୍ମିତ ମୁଦ୍ରା ବାହାରି ଆସିଲା । ହତବାକ ହୋଇଗଲେ ଛିଙ୍କି ଥିବା ୧୪ ବର୍ଷର ପିଲାଟି ଓ ତାର ବାପା ମା' । ଘଟଣାଟି ହେଉଛି ଲଣ୍ଡନର । ଛିଙ୍କିଲେ ୧୪ ବର୍ଷୀୟ କିଶୋର ଉମେର କମର । ଆଉ ତାଙ୍କ ନାକରୁ ବାହାରି ଗଲା ୧୦ ବର୍ଷ ତଳୁ ଅଟକି ରହିଥିବା ଏକ ମୁଦ୍ରା କଏନ ।
#london #metal #coin #Odisha #ArgusNews