ପଞ୍ଚମ ଥର ପାଇଁ ଆଇସିସି 19ବର୍ଷରୁ କମ ବିଶ୍ବକପ ଜିତିଲା ଭାରତ । ଫାଇନାଲରେ ଇଂଲଣ୍ଡକୁ ମାତ ଦେଇ ଟାଇଟାଲ ହାସଲ କଲା ଟିମ ଇଣ୍ଡିଆ । ଶନିବାର ଆଣ୍ଟିୁଗୁଆ ସ୍ଥିତ ସାର ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ 4 ଓ୍ବିକେଟରେ ପରାସ୍ତ କରି ପୁଣିଥରେ ଚମ୍ପିୟନ ହୋଇଛି ଟିମ ଇଣ୍ଡିଆ
#sports #iccunder19 #Worldcup #teamIndia #Winner #ArgusNews