ଦୁନିଆର ସବୁଠାରୁ ପାଓ୍ଵାରଫୁଲ ମେନ୍ ତଥା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଭିନନ୍ଦନ ଜଣାଇବା ପାଇଁ ମୋଦି ଙ୍କ ନିକଟକୁ ଚାଲି ଚାଲି ଗଲେ। ହଠାତ୍ ବୁଲିପଡି ହାତ ମିଳାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଜି-୭ ସମ୍ମିଳନୀରେ ଦେଖିବାକୁ ମିଳିଲା ଏମିତି କିଛି ଦୃଶ୍ୟ...।
#G7Summit #PrimeMinister #NarendraModi #JoeBiden #handshake #ArgusNews