ସ୍ବାଧିନତା ଦିବସ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି। ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ 144ଧାରା ଜାରି କରାଯାଇଛି। ସ୍ବାଧନତା ଦିବସ ଅବସରରେ ଲାଲ୍କିଲ୍ଲାରେ ୧୦ହଜାର ପୋଲିସ ମୁତୟନ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍କିଲ୍ଲାରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ।
#lalkiladelhi #narendramodi #HarGharTiranga #Odisha #75thindependenceday #AzadiKaAmritMahotsav #ArgusNews