ଥମୁନି ତାଲିବାନ୍ ର ବର୍ବରତା । ପୂର୍ବତନ ସୈନିକମାନଙ୍କ ପତ୍ନୀ ମାନଙ୍କୁ ଉଠାଇ ନେଉଛନ୍ତି ତାଲିବାନୀ ।ମହିଳାମାନଙ୍କୁ ଗଣଦୁର୍ଷ୍କମ, ପୁରୁଷଙ୍କୁ ହତ୍ୟା। ୨୫ ଶହରୁ ଉର୍ଧ ମହିଳା ଶରଣାର୍ଥୀ ଇସଲାମାବାଦରେ ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ଘଟଣାକୁ ବର୍ଷେ ବିତିବାକୁ ଯାଉଛି ।
#Taliban #brutality #soldierswife #womenrefugees #Afghanistan #ArgusNews