370 ଉଚ୍ଛେଦକୁ ପୁରିଲା ବର୍ଷେ । ଆଜିର ଦିନରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ । ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରି ଦେଇଥିଲେ । ଯାହା ଆଜକୁ ବର୍ଷେ ପୂରିଲା ....
#TheArgus #ACT370 #Jammu_Kashmir #OneYear_Complete