#ଆସାମରେ_ବର୍ଷିଲେ_ପ୍ରଧାନମନ୍ତ୍ରୀ_ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି ଯେ ଆସାମର ଲୋକମାନେ ରାଜ୍ୟରେ କଂଗ୍ରେସ ନେତୃତ୍ୱାଧୀନ ଗ୍ରାଣ୍ଡ ଆଲାଇନ୍ସକୁ ରେଡ କାର୍ଡ ଦେଖାଇଛନ୍ତି । ରାଜ୍ୟରେ ହିଂସାର ନିରବ ଦର୍ଶକ । ଫୁଟବଲ ଖେଳର ଉଦାହରଣ ଦେଇ ମୋଦି କରିଛନ୍ତି ବିରୋଧୀଙ୍କୁ ଟାର୍ଗେଟ୍....
#ArgusNews #National #Assam #PM #Visit Narendra Modi