ଆଜି ଓଡ଼ିଆଙ୍କ ଦିନ ଉତ୍କଳ ଦିବସ । ଦେଶର କୋଣ ଅନୁକୋଣରେ ଓଡ଼ିଆ ସେଲିବ୍ରେଟ୍ କରିଛନ୍ତି ଉତ୍କଳ ଦିବସକୁ । ଉତ୍କଳ ଦିବସରେ ଆମେରିକା ଦେଖିଲା ଉତ୍କଳୀୟ ସଂସ୍କୃତି ଓ ପରମ୍ପରା । ନିଆରା ଅନ୍ଦାଜରେ ଦିନଟିକୁ ସେଲିବ୍ରେଟ୍ କରିଛନ୍ତି ପ୍ରବାସୀ ଓଡିଆମାନେ....
#ArgusNews #USA #Utkal_Divas #Celebration