କରୋନା ମହାମାରୀ ଛଡେଇ ନେଇଛି ମୂର୍ତ୍ତି କାରିଗର ଙ୍କ ବେପାର । ଏବେ ବି ଦିଲ୍ଲୀ ସରକାର ଦୁର୍ଗା ପୂଜା ପାଇଁ ଦେଇ ନାହାନ୍ତି ସ୍ପଷ୍ଟ ଚିତ୍ର। ସବୁ ପୂଜା କମିଟି ଏବେ ବି ଦ୍ଵନ୍ଦ ରେ ରହିଛନ୍ତି। ଦିଲ୍ଲୀର ପ୍ରାୟ ସମସ୍ତ ପୂଜା କମିଟି ପାଇଁ ମୂର୍ତ୍ତି ତିଆରି କରନ୍ତି କୋଲକାତାର କାରିଗର ଗୋବିନ୍ଦ । ପ୍ରତିବର୍ଷ ସେ କୋଲକାତରୁ 30 ଜଣ କାରିଗର ଡକାଇ ଥାନ୍ତି। କିନ୍ତୁ ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର 5ଟି ମୂର୍ତି ପାଇଁ ତାଙ୍କୁ ଆଡ଼ଭାନ୍ସ ମିଳିଛି
#ArgusNews #Covid_Effect #BiswakarmaPuja